||ଦୁଃଖ୍ ଆର୍ ସମ୍ପତ୍ତିର୍ କଥା ବାର୍ତ୍ତା || (ପ୍ରିତିସ୍ ସେଲମା)

    ଦୁଃଖ୍ ଆର୍ ସମ୍ପତ୍ତି
ଦିନେ ଦୁଃଖ୍ ଆର୍ ସମ୍ପତ୍ତି କଥା ହେଉଥିସନ୍.....
ଦୁଃଖ୍ ସମ୍ପତ୍ତି କେ କହେସି କି " ନାଁ ବୋ ସମ୍ପତ୍ତି !
 ତୁଇ କେତେ ଭାଗ୍ୟବାନ୍ ହେଇଛୁ ଦେଖ୍ ତ ,  !
ତତେ ପାଏବାର୍ ଲାଗି ଲୋକ୍ କିଛି ବି କରି ଦଉଛନ୍ ।
ଆର୍ ରହେନି ମୁଇଁ ! ମତେ ଲୋକ୍ ଦେଖିଲେ ପଲଉଛନ୍।

ସମ୍ପତ୍ତି ବି ବହୁତ୍ ବଢିଆ ଉତ୍ତର ଟେ ଦେସି ,
"ଭାଗ୍ୟବାନ୍ ତ ତୁଇ ଆଏ!
ଲୋକ୍ ତତେ ପାଏଲେ ନିଜର୍ ଲୋକ୍ କେ ସୋର୍ କରସନ୍, 
ଆଉ ମତେ ପାଇଗଲେ ନିଜର୍ ଲୋକ୍ କେ ବି ଭୁଲି ଜାଏସନ୍।
|| ନିଜର୍ ଲୋକ୍ କେ ଦୁଃଖ୍ ସମିଆ ସାଙ୍ଗେ ସାଙ୍ଗେ 
ସୁଖର୍ ସମିଆ ଥି ବି ସୋର୍ କରବାର୍ କଥା ||
                                                            -- ପ୍ରିତିସ୍
|| share || follow my page|| comment||
© PRITISH SELMA'S BLOGSPOT WORLD

Comments

Subrat said…
I wish you go
#bahut aggk

Pritish Selma ର Blog ଭିତରୁ କେତେଟା Popular Post