GOLD AND IRON || ସୁନା ଆର୍ ଲୁହା || ( ପ୍ରିତିସ୍ ସେଲମା ) special thnx to Kundan Kashmir
ସୁନା ଆର୍ ଲୁହା
ଗୁଟେ ସୁନା ଥିଲା ,ଆର୍ ଗୁଟେ ଲୁହା ଥିଲା।
ଲୁହାର୍ ମାନେ ଲୁହା ନୁ ନାନା ଆଦି ଜିନିଷ ବନଉଥିଲେ ଆର୍ ନିଜର୍ ପେଟ୍ ପୁସୁଥିଲେ।
ଠିକ୍ ସେନ୍ତା ସୁନାର୍ ମାନେ ବି ନାନା ଆଦି ଜିନିଷ ବନଉଥିଲେ ଆର୍ ନିଜର୍ ପେଟ୍ ପୁସୁଥିଲେ।
ଦିନେ ସୁନା ଆର୍ ଲୁହା ଭେଟ୍ ପଡସନ୍।
ସୁନା ଲୁହା କେ ପଚରାସି।।।
କି ମୋର୍ ଦିହେଁ ବି ଲୁହାର୍ ମାଡ଼ ବାଜସି
ଆର୍ ତୋର୍ ଦିହେଁ ବି ଲୁହାର୍ ମାଡ଼ ବାଜସି।
ହେଲେ ମୁଇଁ ଲୁହାର୍ ମାଡ଼ ସହି କରି ନି କାନ୍ଦେ ।
ହେଲେ ତୁଇ ଲୁହା ହେଇକରି ତୋର୍ ଉପରେ ବି ଲୁହାର୍ ମାଡ଼ ପଡୁଛେ ହେଲେ ତୁଇ କେଁ ଜେ ଏତେ କାନ୍ଦସୁ?
ଲୁହା କହେସି ସୁନା କେ....
ଆରେ ଭାଇ ପରହର୍ ଲୋକ୍ ଜେତେ ଦୁଃଖ୍ ଦେଲେ କି ମାରଲେ ବି ନି ବାଧେ ।
ହେଲେ ଜେତେବେଳେ ନିଜର୍ ଲୋକ୍ ଆମକୁ ନିଜକୁ ମାରସନ୍ କି ଦୁଃଖ ଦେସନ୍ ନା ସେତେବେଳେ ବହୁତ୍ ବାଧସି ସେଥିର୍ ଲାଗି ମୁଇଁ କାନ୍ଦସିଁ।
ସୁନା କହେବା
ଆଜି ମୁଇଁ ବୁଝି ପାରନି ବୋ ଦୁନିଆଁ କେତେ ମତଲବି ଆଏ ଜେ ।।।
ଲୁହା କହେସି ଭାଇ ତୁଇ ବୁଝି ପାରଲୁ ତ କଥାଟେ ସୋର୍ ରଖିଥିବୁ ଅନ୍ଧାରେ ତ ନିଜର୍ ଛାଇ ବି ସାଥ୍ ଛାଡି ଦେସି ତ ଲୋକ୍ କେ କେନ୍ତା ବିଶ୍ବାସ କରବୁ ।।
______________________________________________
|| SHARE || comment || FOLLOW FOR MORE UPDATES ||
ଇ କଥାନି ଆମର୍ ସମାଜ ର ପରିସ୍ଥିତି କେ ଆଖି ଆଗ୍ଆଡେ ରଖି କରି ବନା ହେଇଛେ।
କଥାନି ଆମର୍ Blogs ଛଡ଼ା ଅଲଗା କେନସି Blogs ରେ upload କରବାର କେ ହେଲେ ଫହେଲା ଆମର୍ ସାଙ୍ଗେ ଯୋଗାଯୋଗ କରବାର୍ କେ ପଡବା।
© PRITISH SELMA'S BLOGSPOT WORLD
SPECIAL THANKS TO KUNDAN KASHMIR.
Comments
This poem is so heart touching bro..😊😊
This poem is so heart touching bro..😊😊
This poem is so heart touching bro..😊😊