ଗୁଟେ ଭାଇର୍ ସପନ୍ || ps blogging ||

ଗୁଟେ ଭାଇର୍ ସପନ୍ 



================*================
ମୋର୍ ସିନେ ଖାଲି କହେବାର୍ କେ, ନାଇନ କେହି ବୁହେନ୍
ଗୁହାରି ମାଗୁଛେଁ ମାହାପୁରୁ କେ , ସବକେ ରଖୁନ୍ ଅଏନ୍।

ମାଁ ସମଲେଇ ମାଗୁଁଛେଁ ତତେ ,ମୁଡିଆ ଗୁଟେ ମାରି
ଦୁଃଖ ଦସା କେ ହରେଇ କରି , ହସି ଖୁସି ଦେବୁ ଭରି
ମାଁ ତତେ ଇଟା କରୁଛେଁ ମୁଇଁ ଗୁହାରି...

ମାଁ ବାଗିର୍ ଜାହାର୍ ଜତନ୍ ଟେ ଆରୁ, ସାଙ୍ଗ୍ ବାଗିର୍ ଜାହାର୍ କଥା
ନାନି ବୁହେନ୍ ବୋଲି ମାଏନ୍ ଟେ ଇଟା, ସୁନ୍ ବାର୍ କେ କେଡେ ମିଠା

କିଏ ବୁଲେଇଛେ ପିଠି ବସେଇ ତତେ ,କିଏ ବୁଲେଇଛେ  ହାତ ଧରି 
ନାନି, ବୁହେନ ମାନେ ଭାଇର୍ ଜିବନେ, ହସି ଖୁସି ଦେସନ୍ ଭରି

ଭାଇ ମାନକୁ କହୁଛେଁ ଆଜି ,ରଖବ ମୋର୍  ଗୁଟେ କଥା 
ନାନି ବୁହେନ୍ କେ କରବ ଆଦର୍ 
ନାଇଁ ହେବ ରାଗ୍ ରିସା...

ଯେତେ ରାଗ୍ ରିସା ଥିଲେ ବି ବୁହେନ୍ 
ସବୁ ଯାଏସି ଭୁଲି, ବିପଦ ପଡଲେ
ସାଙ୍ଗେ ଠିଆ ହେସି ଭାଇ ଟେ ମୋର୍ ନିଜର୍ ବଲି

ଜେନ୍ ହାତେ ସେ ବାନ୍ଧିଛେ ରାକ୍ଷୀ ସେ ହାତେ ଖାଅ କିରିଆ 
ବିପଦ ପଡଲେ ତାର୍ ଢାଲ୍ ହେଇ ରହେବ
ବିପଦ ପଲାବା ଦୁରିଆ....




Comments

Unknown said…
Bahut bhal lagla
Unknown said…
Kya likha hai re bhaiiii👍👍👌👌...God bless you!!!
Unknown said…
Kya likha hai re bhaiiii👍👍👌👌...God bless you!!!
TERA BAP said…
❤️❤️❤️❤️❤️❤️
TERA BAP said…
😍😍😍😍👍😍
Unknown said…
Kya likha hai re bhaiiii 👍👍👌👍..god bless you!!
ⓂⒶⓃⒶⓈ said…
Zing Zing Amazing 🤗😇

Pritish Selma ର Blog ଭିତରୁ କେତେଟା Popular Post