ରାକ୍ଷୀ
ବହୁତ୍ ପୁରୁଣା ଆମର୍ ଝଗଡ଼ା ଟେ ଥିଲା
ହେଲେ ମୋର୍ ଲାଗି ସେ ମୋର୍ ନୁ ପହେଲା ଆସି ଥିଲା
ବୟସେ ବଡ୍ ଥିଲା ସେ ମୋର୍ ନୁ...
କାଣା ସେ ଉପରୁ ପଡ଼ିଥିଲା....
ଠକି ଠକି କରି ବହୁତ୍ କାମ ମୁଇଁ ତାହାକେ କରି ମଗେଇଛେଁ
ହେଲେ କେବେ ତାହାକେ Thank You ନାଇଁ କହି
ଲୁକି ଲୁକି ତାର୍ ବେଗ୍ ରୁ ଚକୋଲେଟ୍ ଆନିଛେଁ
ହେଲେ ତାକେ କେଭେ ମୁଇଁ ନେଇଛେଁ ନାଇଁ କହି
ବାହାରେ ଟିକେ ଉତପାତ୍ ହେଲେ ମୁଇଁ
ଘରେ ଆସି କରି ସେ କହିଦେସି....
ଛାଇ ଏନ୍ତା ସାଙ୍ଗେ ଥିଲା ମୋର୍
ଦିଦି ଆଜି ମନେ ପଡି ଯାଏସି
ରାକ୍ଷୀ ଆଜି ହେଲେ ସେ ସପ୍ତାହେ ଠାନୁ
ସବୁ ବଜାର୍ ଛୋଟ୍ ନୁ ବଡ଼ ଦୁକାନ୍ ବୁଲି ଆଏସି
ଛାଇ ଏନ୍ତା ସାଙ୍ଗେ ଥିଲା ମୋର୍
ଦିଦି ଆଜି ମନେ ପଡି ଯାଏସି
ଆଜି ସେ ସାଙ୍ଗେ ନାଇଁନ , ମତେ ତାର୍ ଚେହେରା ତାରା ଆଉ ଜହ୍ନ ରେ ଦିସସି
ଛାଇ ଏନ୍ତା ସାଙ୍ଗେ ଥିଲା ମୋର୍
ଦିଦି ଆଜି ମନେ ପଡି ଯାଏସି।
ବହୁତ୍ ମନେ ପଡିସି ସେ ରାକ୍ଷୀର୍ ଦିନ୍ ଦିଦି
ମାଁ ନୁ ପାଏସା ନେଇକରି ତେତେ ଦେବାର୍ ଟା ଆର୍ ବେଲେ ବୁଡି ଗଲେ
ତତେ ମନେଇ କରି ସେ ପଏସା ନେଇଯିବାର୍ ଟା
ଆଉ ବି ବହୁତ୍ କଥା ମନେ ପଡସି ଦିଦି
ଆର୍ ଯେତେବେଳେ ବି ମନେ ପଡସି
ମୋର୍ ସାର୍ଟ ଆଖିର୍ ପାନି ଭିଜି ଯାଏସି।
Comments