ଚାଷୀ || PRITISH SELMA ||
ଦିନ୍ ସାରା ଯିଏ କ୍ଷେତେ ଖଟସି,ମାତି ଥିସି ଚାଷ୍ କାମେ
ଚାଷୀ ବଲି ଜାନସୁଁ ତାହାକେ, ସଭେ ଇ ଧରାର୍ ଧାମେ
ଯାଏସି ଭୁଲି ସେ ଖରା ବର୍ଷା ଶୀତ୍,କାମ କବାରେ ଦିନ୍ ଯାଏସି
କରମଟା ଏକା ମାହାପୁରୁ ବଲି,ମନେ ସେ ଭାବି ନେସି
ଚାଷୀର୍ ଲାଗି ବଲି ଆମେରେ ସଭେଁ,ଅଛୁଁ ତ ଜୀବନ୍ ଧରି
ତାର୍ ଅସୁବିଧା ବେଲେ କେନ୍ତା ଆମେ
ତାହାକେ ଦେମା ପାସରି
Ads·Shop oppo f17 pro about
ଚାଷୀ ପରେ ଆମର୍ ଅରନ୍ ଦାତା, ତାହାର୍ ଲାଗି ଇ ଜୀବନ୍
ଏନ୍ତା ସବୁ ହେଲେ ଚାଷୀ ବିନା ଦିନେ,ଗୁଢାବା ଆମକେ ମରନ୍
ସରକାର ଠାନୁ ଚାଷ୍ କାମ୍ ଲାଗି , ଋଣ କରଜା ଆନିଥିସି
ପଏସାର୍ ଅଭାବେ ସୁଝି ନିପାରଲେ ଋଣ ଜୀବନ୍ କେ ଦେସି ହାରି
Comments