Pritish Selma
ଅଭାବ
ନାଇଁ ପଚରାଲେ ତାହାକେ କିଏ
ଅଢିଆ ମୁଠେ ବି ନାଇନ ଘରେ
କରବା ହେଲେ କାଣା କିଏ
ଯାହିଁ ଦେଖଲେ ଇ ତାଲା-ବନ୍ଦ୍
ପାଏବାର୍ ନାଇଁ ଦାନା ମୁଠେ
ରଖିଥିନି ଯେତେ କାଲିରର୍ ଆସେ
ପାନି ଉହୁଲି ଗଲା ସେତେ
ଜାଉଛେ ଜଲି ଭୁକେ ଇ ପେଟ୍
କେନ୍ତା କରି ମୁଇଁ ବଁଚମି
କାମ୍ କବାର୍ କିଛି ମିଲବାର୍ ନାଇଁ
ପରିବାର୍ କେ କେନ୍ତା ପୁସମିଁ
ଏଡେ ବଡ୍ ଉଜଲ୍ ଦୁନିଆ ଥି ମୁଇଁ
ଆଜି ବାଟ୍ ବଣା ହେଇ ଯାଇଛେଁ
ନୂଆ ସକାଳର୍ ଆସ୍ ଦେଖି ଦେଖି
ଆଝିର୍ ଦିନ୍ କେ ମୁଇଁ ମାରୁଛେଁ
କରୁଛେଁ ଗୁହାରି ତତେ ଏତେ ଖାଲି ପ୍ରଭୁ
ପାର୍ କରେଇଦେ ଇ ଜନ୍ଜାଲ୍ କେ
ମହାମାରୀ ନୁ ବଁଚେଇ କରି
ନୂଆ ସକାଳ ଦେଖେଇଦେ ସବକେ।
- ପ୍ରିତିସ୍
Comments