Pritish Selma

ଝୁମୁରା

ପହଁ ପହଁ ନୁ ସକାଳ ଧରମୁ ନାଇଁ ଉଠି ପାରେଁ ଜେ
ଗାଲି ଖାଏସିଁ ସବୁଦିନ୍
ପାଖର୍ ଘରେ ଜେ ନାନାଦି ଦରବ୍
ଆମର୍ ନେ ଚାହା ଭୁଜା ସବୁଦିନ୍

ଧର୍-ସକଲେ ଗା ଉଠଲେ ମୁଇଁ
ସାଢେ଼ ଦଶ୍ ବାଜି ଯାଇଥିସି
କୁକୁର୍ ମାକର୍ ଆର୍ କେତେ ଜିନିଷ୍
ସକାଳ୍ ଧରମୁ ମୁଇଁ ସୁନସିଁ

ଝୁମୁରା ଗୁଟେ ଇଟା ଏନ୍ତା ନିସା
ସମକୁ ସେଟା ମିଲେ ନାଇଁ 
ଇଟା ତ ଆଏ ଅସଳ୍ ଯିନ୍ଦେଗି 
ନୁରଲେ ପାଏବୁ ଆର୍ କାହିଁ

ଦିନର୍ କାମ କବାରର୍ ,ରାତିର୍ ଉସ୍ତାର୍
ଏନ୍ତା ବତରେ ଝୁମୁରା ଟେ ଯେନ୍ ଆଏସି
ଉଠୁବାର୍ ଥି ଜଦି ଜହ ସମିଆ ହେଇଗଲେ
ସକାଳ୍-ଧରମୁ କୁକୁର୍ ମାକର୍ ନାଁ ପାଏସିଁ...

                                                      -ପ୍ରିତିସ୍

Comments

Pritish Selma ର Blog ଭିତରୁ କେତେଟା Popular Post