Pritish Selma


ବୁହେନ୍

ଜୁହାର୍ ମାଁ ସମଲେଇ , ଧଏନ୍ ତୋର୍ ସାହା
ନାନି , ବୁ‌ହେନ୍ ଯେତେ ଅଛନ୍ ମୋର୍ , ତାକର୍ ରଖିବୁ ଅଏନ୍ ଦିହିଁ ପାହା
ଦୁଃଖ ଦଶା ତାକର୍ ଦୁରେଇ କରି ହସି ଖୁସି ଦେବୁ ଭରି
ମାରୁଛେଁ ମୁଡିଆ ମାଁ ତତେ , ଇଟା ଗୁଟେ ଭାଇର୍ ଆଏ ଗୁହାରି  

ବନେ ଭାଗ୍ୟସାଳି ଆଏ ସେ ଭାଇ , 
ଯାହାର୍ ବୁହେନ୍ ଟେ ଅଛେ
କଲା କିଟ୍-କିଟ୍ ଅନ୍ଧାର୍ ଦୁନିଆ ନେ , 
ଉକିଁଆର୍ ଆଶା ଟେ ଯୁଗିଛେ

ମାଁ ଲେଖେ ଜାହାର୍ ସୁନ୍ଦର ଜତନ୍
ସାଙ୍ଗ୍ ଲେଖେ ଜାହାର୍ କଥା
ଭାଇ ବୁ‌ହେନର୍ ଇଟା ପ୍ରେମର୍ ବନ୍ଧନ୍
ସୁନବାର୍ କେ ସତେ କେଡ଼େ ମିଠା

ଭୁଲି ଯାଇକରି ସବୁ ରାଗ୍ ରିଶା କେ 
ଆଏଜ୍ ରାକ୍ଷୀ ଟେ ବନ୍ଧେଇ ହେମା 
ଆଜି ଏନ୍ତା ସବୁଦିନେ ଗା ଆମେ 
ନାନି ବୁ‌ହେନର୍ ମୁହେଁ ହସି ଟେ ଫୁଟାମା

ଯେନ୍ ହାତେ ଆଏଜ୍ ଆମେ ବାନ୍ଧାମା ରାକ୍ଷୀ
ସେ ହାତେ ଖାଏମା କିରିଆ
ନାନି ବୁ‌ହେନ୍ ର୍ ଜୀବନେ ପଡ଼ଲେ ବିପଦ୍
ତାହାକେ କରମା ଦୁରିଆ...

                            - ପ୍ରିତିସ୍





Comments

Pritish Selma ର Blog ଭିତରୁ କେତେଟା Popular Post