Pritish Selma
ସରକାରୀ ଚାକିରି
କଲି ଯୁଗର୍ ମାୟା ଯାଲେ ଯାଇଛେଁ ମୁଇଁ ଫସି
ନାଇଁ ଲାଗ୍-ବାର୍ ଭୋକ୍ ସୋସ୍ ଆରୁ ଉଡି ଗଲା ନ ହସି
ଯୁଆନ୍ ପିଲା ମୁଇଁ ଆଏଜ୍ ଘରେ ବସିଛେଁ ଖାଇ ପଖାଲ୍ ବାସି
କଲି ଯୁଗର୍ ମାୟା ଯାଲେ ଯାଇଛେଁ ମୁଇଁ ଫସି ।।
ଆମର୍ ଘରର୍ ମୁଇଁ ବଢ୍-ଖା ପିଲା
ହାତେ ନାଇନ ଚାକିରି
ଯୁଆନ୍ ବଏସେ ଏକଲା କରି
ଜାଏତ୍ ସମାଜ୍ ଯାଉଛେ ମତେ ପାସରି ।।
ସରକାରୀ ଚାକିରି ହେଲେ ଜେକ୍
ଟୁକେଲ୍ ଦେମୁ ବୋଲି କହୁଛନ୍
ଚାଷୀ ଘରର୍ ପିଲା ବଲି କହେଲେ ମୁଇଁ
ଲୋକ୍ ଛି-ଛି ମତେ କରୁଛନ୍ ।।
ଲୋକ୍-କୁ ଧଏଲା ଇଟା କାଏଁ ବେମାର
ସରକାରୀ ଚାକିରି ନାଇଁ ଥିଲେ ପିଲା ଆଏ ଚାକର
ଦିନ୍ ବେଲିଆ ଦେଖୁଛନ୍ ରଜାର୍ ସପନ
ଆର୍ ସରକାରୀ ଚାକିରିଆ ପିଲା କେ କରୁଛନ୍ ମନ ।।
- ପ୍ରିତିସ୍
Comments