Pritish Selma


       ଯାଏତ୍ ଦେଲା ଟଁଟି ଚିପି

ପିଲା ଯୁଆନ୍ ହେଲା ଉତାରୁ
ସମାଜର୍ ନାଁ ଥି ଦେସନ୍ ତାକେ ଢାପି
ମନେ ଭାବିଥିସି ଅଲଗା କିଛି
ଯାଏତ୍ ଦେସି ତାର୍ ଟଁଟି ଚିପି ...

ମନର୍ ଟୁକେଲ୍ କେ କେଭେ ନାଇଁ ପାରେ ପାଇ
ମନର୍ ଭାବନା କେ ଦେସି ମାରି 
ନିଜର୍‌ ଆସେ ଦେଖିଲେ ସପନ୍ 
ସବୁ ଅଧାନୁ ଯାଏସି ସରି ...

ପହେଲେ ନୁ ତାହାକେ କାଏଁ ଜନା
ସମାଜ୍ ନାଇଁ ପାରେ ସହି ବୋଲି
ଖୁସିର୍ ସଂସାର୍‌ କେ ଦେସି ଭାଙ୍ଗି
ଯାଏତ୍ ଆମର୍ ଅଲଗା ଆଏ ବୋଲି ...

ମାହାପୁରୁ ଗଢିଛେ ଆମକେ ଗୁଟେ ରକତେ
ମନୁଷ୍ କରିଛେ ତାହାକେ ଭିନ୍ 
ଯାଏତ୍ ଛୋଟ୍ ବୋଲି ଉଠି ବସି ନାଇଁ ଦେଲା 
ଲୁକର୍ ଆଗେ ଭାବୁଛେ ଆମକେ ହିନ୍ ...

ଚାହୁଁଥିଲେ ଭି ମୁଇଁ ପାରମି କାଣା କରି 
ଯାଏତ୍ ତ ଦେଲାନ ଟଁଟି ଚିପି
ନାଇଁ ହେଇ ପାରୁଁ ଆମେ କେଭେ ଏକ୍
ଆଏଜ୍ ଦଉଛେଁ ମୁଇଁ ଜୀବନ୍ ହାରି ...

                                       - ପ୍ରିତିସ୍ 


Comments

Pritish Selma ର Blog ଭିତରୁ କେତେଟା Popular Post